ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ରକେଟ୍‌ ଆକ୍ରମଣ : ପିଲାଙ୍କ ସମେତ ୩ ଆହତ

ନୂଆଦିଲ୍ଲୀ: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଥିବା ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ରକେଟ୍ ଆକ୍ରମଣ ହେବାରୁ ୨ଜଣ ପିଲା, ଜଣେ ମହିଳାଙ୍କ ସମେତ ୩ଜଣ ଆହତ ହୋଇଥିବା କଥା ବିବୃତି ଦେଇ ଦୂତାବାସ ଏବଂ ଇରାକୀୟ ସେନା କହିଛି। ସମ୍ପୃକ୍ତ ଅଞ୍ଚଳରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କର୍ମଚାରୀମାନେ ନିରାପଦ ଥିବା କଥା ଜଣେ ବୈଦେଶିକ ବିଭାଗ ଅଧିକାରୀ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନିକ୍ଷେପ କରାଯାଇଥିବା ରକେଟ୍‌ଗୁଡ଼ିକ ମଧ୍ୟରୁ … Continue reading ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ରକେଟ୍‌ ଆକ୍ରମଣ : ପିଲାଙ୍କ ସମେତ ୩ ଆହତ